ସହରସାରା ଅମାନିଆ: କରୋନାକୁ ଭୟ ନାହିଁ, ଧରପଗଡ଼କୁ ଖାତିର ନାହିଁ

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଆପାର୍ଟମେଣ୍ଟ ଆଦି ସଂସ୍ଥାରେ ବହୁ ସଂଖ୍ୟାରେ କରୋନା ପଜିଟିଭି ଚିହ୍ନଟ ହେଉଛନ୍ତି। ତଥାପି ରାଜଧାନୀରେ ଅମାନିଆଙ୍କ ସଂଖ୍ୟା କମିବା ନାଁ ଧରୁନାହିଁ। ହାଟ ବଜାର ସବୁଠି ଲୋକେ ଦେଳଦଳ ହୋଇ ବୁଲିବା ସହ କରୋନା କଟକଣାକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି। ଗତକାଲି ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। … Continue reading ସହରସାରା ଅମାନିଆ: କରୋନାକୁ ଭୟ ନାହିଁ, ଧରପଗଡ଼କୁ ଖାତିର ନାହିଁ